34.1 C
Bhubaneswar
Thursday, March 20, 2025
Homeଓଡିଶାକୌଣସି ଅଶ୍ଳୀଳତା ହେବନାହିଁ : ମେୟର

କୌଣସି ଅଶ୍ଳୀଳତା ହେବନାହିଁ : ମେୟର

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାକୁ ନେଇ  ବିଏମସି ମେୟର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପୂଜାକୁ ଆମେ ଗୁରୁତ୍ୱ  ଦେଉଛୁ ।  ଯାତ୍ରାରେ କୌଣସି ଅଶ୍ଳୀଳତା ହେବ ନାହିଁ ।  ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ  ଦିଆଯାଇଛି । ୮ଟି ସିସିଟିଭି ଲାଗିବ ସବୁ ଅନୁଧ୍ୟାନ କରାଯିବ ।ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା  ଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking