30.1 C
Bhubaneswar
Sunday, March 23, 2025
Homeଓଡିଶା୪ ବନ୍ୟଜନ୍ତୁ  ଚାଲାଣକାରୀ ଗିରଫ

୪ ବନ୍ୟଜନ୍ତୁ  ଚାଲାଣକାରୀ ଗିରଫ

ସମ୍ବଲପୁର : ବନ୍ୟଜନ୍ତୁ ଚାଲାଣକାରୀ ରାକେଟ ଠାବ  ହୋଇଛି । ୪ ଅଭିଯୁକ୍ତଙ୍କୁ ଧରିଲା ବନବିଭାଗ ।  ରେଢାଖୋଲ  ସହରର ୩ଟି ସ୍ଥାନରେ ଚଢାଉ କରାଯାଇଛି । ୧୫ଟି ଶୁଆ ଶାବକ , ୩ଟି କଇଁଛ  ଉଦ୍ଧାର କରାଯାଇଛି । ଗ୍ରାହକ ବେସରେ ଆସି  ଧରିଛି ବନ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking