31.1 C
Bhubaneswar
Monday, May 20, 2024
Homeଓଡିଶାମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବିଳମ୍ବ ହେବ

ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବିଳମ୍ବ ହେବ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠି ପାରି ନାହିଁ । ମନ୍ଦିରର ବିଭିନ୍ନ ନୀତିକାନ୍ତିରେ ବିଳମ୍ବ କାରଣରୁ ମହଦୀପ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠି ପାରି ନ ଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ମହାଦୀପ ଉଠିପାରି ନଥିଲେ ମଧ୍ୟ ଶ୍ରଦ୍ଧାଳୁ ଶିବଙ୍କ ସ୍ମୃତିରେ ଉଜାଗର ବସିଛନ୍ତି । ମହାଦୀପ ଉଠିଲା ପରେ ବ୍ରତ ଭଙ୍ଗ କରିବାକୁ ମନ ବଳାଇଛନ୍ତି । ଅନ୍ୟପଟରେ ଲିଙ୍ଗରାଜ ମନ୍ଦିର ପରିସର ହରିବୋଲ ଓ ହୁଳହୁଳିରେ ଉଛୁଳି ଉଠିଛି । ସୂଚନାଯୋଗ୍ୟ, ଆଜି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ପୂର୍ବରୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ବର୍ତ୍ତମାନ ପୂର୍ବାନୁମାନ କରାଯାଉଛି ଯେ, ମହାଦୀପ ଉଠିଲା ବେଳକୁ ପ୍ରାୟ ୧୨ଟା ହୋଇପାରେ ।

କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା: : ରାଜ୍ୟପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking