Homeଦେଶ ବିଦେଶମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ ଦେଶ ବିଦେଶରାଜନୀତି ମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ By Ona Khabara 08/12/2023 0 Share FacebookTwitterPinterestWhatsAppLinkedinReddItTelegram mahua ବ୍ୟୁରୋ : ବହିଷ୍କାର ଆଦେଶ ପରେ ଗର୍ଜିଲେ ସାଂସଦ ମହୁଆ ମୈତ୍ର । ବିରୋଧିଙ୍କ ସହ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଲେ । ସବୁ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କଲେ ମହୁଆ । ମୋ ବିରୋଧରେ କୌଣସି ପ୍ରମାଣ ନାହିଁ କହିଲେ ମହୁଆ । ଲୋକସଭାରୁ ଟିଏମ୍ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ Share FacebookTwitterPinterestWhatsAppLinkedinReddItTelegram Previous articleଲୋକସଭାରୁ ଟିଏମ୍ସି ସାଂସଦ ମହୁଆ ମୈତ୍ର ବହିଷ୍କୃତNext articleତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ Ona Khabara LEAVE A REPLY Cancel reply Comment: Please enter your comment! Name:* Please enter your name here Email:* You have entered an incorrect email address! Please enter your email address here Website: Save my name, email, and website in this browser for the next time I comment. 5,005FansLike2,475FollowersFollow12,700SubscribersSubscribe Most Popular ବଢ଼ିଲା ଶେଖ୍ ହସିନାଙ୍କ ଅଡ଼ୁଆ 20/06/2025 ଇରାନ ଉପରେ ଇସ୍ରାଏଲ ବାୟୁସେନାର ଜୋରଦାର୍ ଆକ୍ରମଣ 20/06/2025 ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଘମାଘୋଟ; ବାଜିରେ ଭାରତର ୫୦୦୦ କୋଟି 20/06/2025 ସ୍ତ୍ରୀକୁ ପ୍ରେମିକ ସହ ବାହା କରେଇଲେ ସ୍ୱାମୀ 20/06/2025 HOT NEWS ଦେଶ ବିଦେଶ ଡେପୁଟେସନରେ ଯିବେ ୨ ଆଇପିଏସ ଦେଶ ବିଦେଶ ଜିମେଲର ‘ଅନସବସ୍କ୍ରାଇବ’ ବଟନ୍ ଦବାଇବା ଠିକ ନା ଭୁଲ ଜାଣନ୍ତୁ ଦେଶ ବିଦେଶ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍ ଓଡିଶା ବିଜେପିର ମିଛ ପ୍ରଚାର ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଜନଜାଗରଣ