27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ

ମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ

ବ୍ୟୁରୋ : ବହିଷ୍କାର ଆଦେଶ ପରେ ଗର୍ଜିଲେ ସାଂସଦ ମହୁଆ ମୈତ୍ର । ବିରୋଧିଙ୍କ ସହ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଲେ । ସବୁ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କଲେ ମହୁଆ । ମୋ ବିରୋଧରେ କୌଣସି ପ୍ରମାଣ ନାହିଁ କହିଲେ ମହୁଆ ।

ଲୋକସଭାରୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking