30.1 C
Bhubaneswar
Saturday, September 28, 2024
Homeଓଡିଶାଯୁବକଙ୍କୁ ମାରି ମେଡିକାଲରେ ଫିଙ୍ଗିଦେଲେ

ଯୁବକଙ୍କୁ ମାରି ମେଡିକାଲରେ ଫିଙ୍ଗିଦେଲେ

ବାସୁଦେବପୁର : ଯୁବକଙ୍କୁ ମାରି ମେଡିକାଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବାସୁଦେବପୁର ମେଡିକାଲରେ ଫିଙ୍ଗିଦେଇ ଥିଲେ । ପରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଯୁବକ ଜଣକ ହେଉଛନ୍ତି ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ବଡପିମ୍ପଳା ଗାଁର । ରକ୍ତାକ୍ତ ଅବସ୍ଥାରେ ମେଡିକାଲରେ ଛାଡି ପଳାଇଥିଲେ ଦୁର୍ବୃତ୍ତ । ଯୁବକଙ୍କୁ କିଏ ଓ କାହିଁକି ମାରି ଫିଙ୍ଗିଥିଲେ ଏଯାଏଁ ଜଣାପଡି ନାହିଁ ।ତଦନ୍ତ ଜାରି ରହିଛି ।

ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking