28.3 C
Bhubaneswar
Wednesday, June 24, 2026
Homeଓଡିଶାଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା

ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା

ବଲାଙ୍ଗିର: ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ମିଳିଛି। ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ଜଣାପଡିଛି। ଜିଲା ପ୍ରଶାସନ ସହ ଆଲୋଚନା ପରେ ପରମ୍ପରା ଅନୁସାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking