29.1 C
Bhubaneswar
Saturday, July 27, 2024
Homeଓଡିଶାଦଳ ମହୁଆଙ୍କ ସହ ଅଛି : ମମତା

ଦଳ ମହୁଆଙ୍କ ସହ ଅଛି : ମମତା

ପଶ୍ଚିମବଙ୍ଗ : ମହୁଆଙ୍କ ବହିଷ୍କାର ନେଇ ମୁହଁ ଖୋଲିଲେ ମମତା ବାନାର୍ଜୀ । ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ମନ୍ତବ୍ୟ । ମହୁଆଙ୍କୁ ବହିଷ୍କାର ବିଜେପିର ପ୍ରତିହିଂସା ରାଜନୀତିର ପରିପ୍ରକାଶ । ଜଣେ ମହିଳାଙ୍କୁ ଯେଭଳି ହିନସ୍ଥା କରାଯାଇଛି, ତାହା ଦୁଃଖଦାୟକ । ମହୁଆଙ୍କୁ ଲୋକ ନିର୍ବାଚତ କରିଛନ୍ତି , ଦଳ ମହୁଆଙ୍କ ସହ ଅଛି ବୋଲି କହିଲେ ମମତା ।

ମୋ ବିରୋଧରେ କୌଣସି ପ୍ରମାଣ ନାହିଁ : ମହୁଆ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking