34.1 C
Bhubaneswar
Monday, June 9, 2025
Homeଓଡିଶାନବଦାସ ହତ୍ୟା ଏକ ପ୍ଲାନ ମର୍ଡର: ତାରା

ନବଦାସ ହତ୍ୟା ଏକ ପ୍ଲାନ ମର୍ଡର: ତାରା

ଭୁବନେଶ୍ୱର: ନବଦାସ ହତ୍ୟା ଚାର୍ଜସିଟକୁ ତାରାବାହିନୀ ପତିଙ୍କ ସମାଲୋଚନା । ଚାର୍ଜସିଟ ଗ୍ରହଣ ଯୋଗ୍ୟ ନୁହେଁ କହିଲେ ତାରା ବାହିନିପତି । ଚାର୍ଜସିଟରେ ଷଡଯନ୍ତ୍ର ସମ୍ପର୍କରେ କିଛି ଉଲ୍ଲେଖ ନାହିଁ । ନବ ଜଣେ ବିଧାୟକ ଏବଂ ମନ୍ତ୍ରୀ,କ୍ରିମିନାଲ ନୂହଁନ୍ତି ଯେ ତାଙ୍କୁ କିଏ ମାରିବ? ଯଦି ବ୍ୟକ୍ତିଗତ କାରଣରୁ ହତ୍ୟା କଲା,କାହିଁକି ସେ କାରଣ ଉଲ୍ଲେଖ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଚାର୍ଜସିଟକୁ ନେଇ ନବୀନ ଖୁସି ହେଉଥିବେ କିନ୍ତୁ ମୁଁ ନୁହେଁ । ହତ୍ୟା ପଛରେ ଷଡଯନ୍ତ୍ର, ବଡବଡିଆ ସାମିଲ ଥିବାରୁ ତଦନ୍ତ ବାଟବଣା ହେଊଛି । ଏହା ଏକ ପ୍ଲାନ ମର୍ଡର, ଚାର୍ଜସିଟରେ କିଛି ନାହିଁ ଏସଆଇଟି ତଦନ୍ତ ହେଉ ବୋଲି କହିଛନ୍ତି ତାରାପ୍ରସାଦ ବାହାନିପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking