39.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍‌ ରେଜଲ୍ଟ ତାରିଖ

ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍‌ ରେଜଲ୍ଟ ତାରିଖ

ଭୁବନେଶ୍ୱର :  ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍‌ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ରେଜଲ୍ଟ ତାରିଖ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା । ୧୨ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking