26.1 C
Bhubaneswar
Wednesday, March 19, 2025
Homeଓଡିଶାଘର ଆଗରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି

ଘର ଆଗରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କିଛି ଦୁବୃର୍ତ୍ତ ଜଣଙ୍କ ଘର ଆଗରେ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଡୁମୁଡୁମା ଫେଜ ୨ରେ ଦୁବୃର୍ତ୍ତ ଏକ କାର୍‌କୁ ଜାଳି ଦେଇଥିବା ଜାଣିବାକୁ ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking