35.1 C
Bhubaneswar
Saturday, May 31, 2025
Homeଖେଳଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆମେରିକା ଗସ୍ତ

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆମେରିକା ଗସ୍ତ

କୋଲକାତା : ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ କ୍ରିକେଟରଙ୍କ ପ୍ରଥମ ଦଳ ଆମେରିକା ଅଭିମୁଖେ ଯାତ୍ରା କରିଛି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଶୀର୍ଷ ମାନ୍ୟତାପ୍ରାପ୍ତ ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଏବଂ ଅନ୍ୟ କିଛି ଖେଳାଳି ମୁମ୍ବାଇ ବିମାନ ବନ୍ଦରରୁ ଯାତ୍ରା କରୁଛନ୍ତି। ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଖଲିଲ ଅହମ୍ମଦ, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ସମେତ ଅନ୍ୟ ଖେଳାଳିମାନେ ଏହି ଦଳରେ ସ୍ଥାନ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking