ଭୁବନେଶ୍ୱର: ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ । ଫ୍ଲାଟ୍ ପଞ୍ଜୀକରଣ ରୁଲ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୩ ମାସ ମଧ୍ୟରେ ରୁଲ ଆଣିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରୁଲ ନ ଆସିବା ଯାଏଁ ପଞ୍ଜୀକରଣ ଉପରେ ସ୍ଥଗିତାଦେଶ ବଳବତ୍ତର । ରୁଲ ପ୍ରେମ ନିର୍ଦ୍ଦେଶ ସହ ମାମଲାରେ ଅନ୍ତ ଘଟାଇଥିଲେ ହାଇକୋର୍ଟ । ନିର୍ଦ୍ଦେଶ ସହ ମାମଲାରେ ଅନ୍ତ ଘଟାଇଥିଲେ ହାଇକୋର୍ଟ ।
ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ: ଧର୍ମେନ୍ଦ୍ର ପ୍ରଧାନ