29.1 C
Bhubaneswar
Monday, April 27, 2026
Homeଓଡିଶାରାଜ୍ୟରେ କମିବ ଶୀତ  

ରାଜ୍ୟରେ କମିବ ଶୀତ  

ଭୁବନେଶ୍ୱର : ଆସନ୍ତା ୩ଦିନ ମଧ୍ୟରେ ଶୀତ କମିବ । ଓଡିଶାରେ ରାତିର ତାପମାତ୍ରା  ୨ରୁ ୪ ଡିଗ୍ରୀ  ସେଲସିୟସ ବୃଦ୍ଦି ପାଇବାର ସମ୍ଭାବନା ରହିଛି ।  ଶୀତ କମିବ ହେଲେ କୁହୁଡି ଦୃଶ୍ୟମାନ ହେବ ।   ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସିଛି । ସେହିପରି ଫୁଲବାଣୀର ତାପମାତ୍ରା ୯ ଡିଗ୍ରି ସେଲସିୟସ, ରାଉରକେଲା ଏବଂ ଝାରସୁଗୁଡ଼ା ୧୦.୨  ଡିଗ୍ରି ସେଲସିୟସ ଥିବାବେଳେ  ଦାରିଙ୍ଗବାଡିର ତାପମାତ୍ରା ୧୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଜାନୁଆରି ୨୪ ସକାଳ ପର‌୍ୟ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking