37.1 C
Bhubaneswar
Monday, May 20, 2024
Homeଓଡିଶାସୋମାଲିକାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ସୋମାଲିକାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର : କଟକ ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲା । ସୋମାଲିକାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ବିବହ ପଞ୍ଚିକରଣ ଅଧିକାରୀଙ୍କ ପାଖରେ ମାମଲା ଚାଲୁଥିବାରୁ ଖାରଜ । ତଳକୋର୍ଟରେ ମାମଲା ଚଲୁଥିବାରୁ ହସ୍ତକ୍ଷେପ କରିବାକୁ ମନା କଲ । ବିଜୟଶଙ୍କର ଅନ୍ୟ ମହିଳାଙ୍କୁ ବିବାହ କରିବାକୁ ନେଇ ମାମଲା ହୋଇଥିଲା ।

ଆମ୍ ଆଦମୀ ପାର୍ଟିର ବଡ଼ ଘୋଷଣା: ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking