28.1 C
Bhubaneswar
Thursday, May 22, 2025
Homeଓଡିଶାସ୍କୁଲ ବାରଣ୍ଡାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍କୁଲ ବାରଣ୍ଡାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା : ସ୍କୁଲ ଶ୍ରଣୀ ବାରଣ୍ଡାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍ଗିରିପୋଷୀ ଥାନା ଅଁଳାଗୁଞ୍ଜାର ଘରୋଇ ଆବାସିକ ସ୍କୁଲରୁ ଉଦ୍ଧାର । ମୃତକ ସେହି ସ୍କୁଲର ନବମ ଖ୍ନେଣୀ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking