37.1 C
Bhubaneswar
Saturday, May 18, 2024
Homeଓଡିଶାବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୋଲସରା: ଘର ଭିତରେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ରାଜମହଲ ସାହିରେ ନିଜ ଭଡା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବ୍ୟାଙ୍କ ଅଫ ବରୋଦାର କର୍ମଚାରୀ, ଏକୁଟିଆ ରହୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନଭିନ କରୁଛି । ତେବେ କାହିଁକି ଏବଂ କେଉଁ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି ତାହା ଏବେ ସୁଦ୍ଦା ଅସ୍ପଷ୍ଟ ଅଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking