34.1 C
Bhubaneswar
Friday, October 18, 2024
Homeଓଡିଶାରାଜ୍ୟରେ ମହିଳା ହାର କମିବାକୁ ନେଇ ସରକାରଙ୍କୁ ଟାର୍ଗେଟ

ରାଜ୍ୟରେ ମହିଳା ହାର କମିବାକୁ ନେଇ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ମହିଳା ହାର କମିବା ନେଇ ରାଜ୍ୟ ସରକାରଙ୍କ ବିଜେପିର ଟାଗେର୍ଟ । ସମାଲୋଚନା କଲେ ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ । ମହିଳା ହାର କମିବା ଉଦ୍‌ବେଗଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ । ଏଥି ପାଇଁ ବିଜେଡି ଶାସନ ଓ ଶାସନ ପ୍ରଣାଳୀ ଦାୟୀ । ମହିଳା ବିରୋଧୀ ଅପରାଧ ବଢୁଛି ହେଲେ ଦଣ୍ଡ ବିଧାନ କମି କମି ଯାଉଛି । ବର୍ଷକୁ ୨୬୯୧ ମହିଳା ଆତ୍ମହତ୍ୟା କରୁଛନ୍ତି, ୫୦୨ ମହିଳା ଅପହୃତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking