31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୩ଟି ରାଫେଲ୍ ସହ ପହଞ୍ଚିଲା ଫ୍ରାନ୍ସ ଏୟାର୍‌ଫୋର୍ସ ଏବଂ ସ୍ପେଶ୍ ଫୋର୍ସ ଟିମ୍

୩ଟି ରାଫେଲ୍ ସହ ପହଞ୍ଚିଲା ଫ୍ରାନ୍ସ ଏୟାର୍‌ଫୋର୍ସ ଏବଂ ସ୍ପେଶ୍ ଫୋର୍ସ ଟିମ୍

ଚେନ୍ନାଇ: ପ୍ରଶାନ୍ତ ମହାସାଗରରେ ହେବାକୁ ଥିବା ମିଲିଟାରୀ ଡ୍ରିଲ୍ ପାଇଁ ଫ୍ରାନ୍ସ ଏୟାର୍‌ଫୋର୍ସ ଏବଂ ସ୍ପେଶ୍ ଫୋର୍ସର ଏକ ଟିମ୍ ଭାରତରେ ପହଞ୍ଚିଛି । ଏହି ଟିମ୍‌ରେ ତିନିଟି ରାଫେଲ୍ ଏୟାର୍‌କ୍ରାପ୍ଟ ମଧ୍ୟ ସାମିଲ ଅଛି । ଏହି ଟିମ୍ ଗୁରୁବାର ତାମିଲନାଡ଼ୁର ସୁଲୁର୍‌ସ୍ଥିତ ଭାରତୀୟ ବାୟୁସେନା ବେସ୍‌ରେ ପହଞ୍ଚିଛି ।

ଷ୍ଟ୍ରାଟେଜିକ୍ ସପୋର୍ଟ ଏବଂ ମିଲିଟାରୀ ଡ୍ରିଲ୍ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୮ରେ ଏକ ବିଶେଷ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁସାରେ ଫ୍ରାନ୍ସ ନିଜର ସ୍ପେଶାଲ୍ ଟିମ୍ ଭାରତ ପଠାଇଛି । ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଏହା ଦୁଇ ଦେଶ ମଧ୍ୟରେ ମଜଭୁତ ହେଉଥିବା ସମ୍ବନ୍ଧର ଆଉ ଏକ ମାଇଲ୍‌ଖୁଣ୍ଟ । ଦୁଇଦେଶ ଲଙ୍ଗ୍ ଡିଷ୍ଟାନ୍ସ ଡିପ୍ଲଏମେଣ୍ଟ୍‌କୁ ନେଇ କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking