29.1 C
Bhubaneswar
Saturday, May 4, 2024
Homeଓଡିଶାଫିକା ପଡିଲା ବ୍ୟାସସରୋବର ମହୋତ୍ସବ

ଫିକା ପଡିଲା ବ୍ୟାସସରୋବର ମହୋତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପାରିଷଦର ଖାମ ଖିଆଲା ନୀତି ଯୋଗୁ ପୁରାଣ ବଣ୍ଣିତ ବ୍ୟାସ ସରୋବର ମେଳା କୁ ଧୂଳିସାତ କରି ଦେଇ ଚିନ୍ତା ସମଗ୍ର ସହର ରେ ପୋୖରା ଅଧ୍ୟକ୍ଷା ଙ୍କୁ ଦାୟୀ କରୁଛନ୍ତି l ଚଳିତବର୍ଷ ପ୍ରଚାର ପ୍ରସାର ଅଭାବରୁ ବ୍ୟାସନଗର ସରୋବର ମହୋତ୍ସବ ସଂକୁଚିତ ହେଉଥିବା ଅଭିଯୋଗ ହୋଇଛି ।୧ ତାରିଖ ଠାରୁ ମହୋତ୍ସବ ଆରମ୍ଭ ହୋଇଥିଲେ ମଧ୍ଯ ବ୍ଯାସନଗର ବାସୀ ଓ ଆଖପାଖ ଅଞ୍ଚଳର ଲୋକମାନେ ମହୋତ୍ସବ ସମ୍ପର୍କ ରେ ଜାଣି ପାରୁନାହାନ୍ତି। ଚଳିତବର୍ଷର ମହୋତ୍ସବ ବଜେଟ୍ ୪୦ ଲକ୍ଷ ହୋଇଥିଲେ ବି ସାଜସଜ୍ଜା ବିଶେଷ ହୋଇ ନାହିଁ..ପୌର ପରିଷଦ ମହୋତ୍ସ ର ମଣ୍ଡପ ମେଳା ସ୍ଥାନ ରେ କରା ନ ଯାଇ ମେଳା ଅନତି ଦୂର ରେ କରା ଯାଇଛି ଏହି ମେଳା ଜିଲ୍ଲା ର ପ୍ରମୁଖ ମେଳା ଭାବ ରେ ଖ୍ୟାତି ରହିଛି କିନ୍ତୁ ଚଳିତ ବର୍ଷ ମେଳା ମୋହତ୍ସବ କୁତ୍ରି ନାଥ ମେଳା ର ଆଖ୍ୟା ଦିଆଇଛି l

ବ୍ୟାସସରୋବର ମେଳା କୁ ତ୍ରିନାଥ ମେଳା ରେ ପରିଣତ କରା ଯାଉଛି ବ୍ୟାସ ପୀଠ ରେ ମେଳା ର ମୋହତ୍ସବ କୁ ପୌର ପରିଷଦ ର ଅଧ୍ୟକ୍ଷl ଙ୍କ ମନ ମାନି ଯୋଗୁ ମୋହତ୍ସବ ର ମାନ ହ୍ରାସ ପାଇଛି । ବିପଦ ପୂର୍ଣ୍ଣ ସ୍ଥାନ ରେଲୱେ ଲାଇନ କଡ ରେ ମୋହତ୍ସବ ପାଳନ କରା ଯାଇଥିବା ରୁ ଯଦି ଅଘଟଣ ଘଟେ ସେଥିପାଇଁ ଅଧକ୍ଷା ଦାଈ ରହିବେ ବୋଲି କୋରେଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଜିଲ୍ଲା ପ୍ରଶାସନ ନିକଟରେ ରେ ଅଭିଯୋଗ କରିଛନ୍ତି ମୋହତ୍ସବ ଦୁଇ ଧରି ଚାଲି ଥିଲା ବେଳ ଦର୍ଶକ ସଂଖ୍ୟା ନ ଥିବା ର ଦେଖା ଯାଇଛି l

ଏହି ମୋହତ୍ସବ କୁ କରିବା ପାଇଁ ଅଧ୍ଯକ୍ଷl ଚାଁହୁ ନ ଥିଲେ ମିଳିତ କ୍ରିୟା ନୁଷ୍ଠାନ କମିଟି ଅନ୍ଧୋଲନ କୁ ଓଲ୍ଲାଇବ ପାଇଁ ଧମକ ଦେବା ରୁ ମୋହତ୍ସବ ପାଇଁ ଆୟୋଜନ କରା ଗଲା l ଧର୍ମ କୁ ଆଖି ଠାର ସଦୁସ୍ୟ ମୋହତ୍ସବ ସ୍ଥଳୀ ରେ ପାଣି ର ସୁବିଧା ନାହିଁ l ଵେବସାହି ମାନେ ପାଣି ପାଇଁ ଅସୁବିଧା ରେ ସମ୍ମୁଖୀନ ହେଉ ଛନ୍ତି l ଅଭିଯୋଗ କଲେ ଶୁଣିବାକୁ କେହି ପ୍ରସ୍ତୁତ ନାହାଁନ୍ତି l ସମଗ୍ର ମୋହତ୍ସବ ସ୍ଥଳୀ ବ୍ୟାସସରୋବର ମହୋତ୍ସବ ପିକା ପଡିଲା ପୌର ପରିଷଦ ମହାନ ପରମ୍ପରା କୁ ଧୂଳିସାତ ସାତ କଲା
ଯାଜପୁର ପୌର ପାରିଷଦ ର ଖାମ ଖିଆଲା ନୀତି ଯୋଗୁ ପୁରାଣ ବଣ୍ଣିତ ବ୍ୟାସ ସରୋବର ମେଳା କୁ ଧୂଳିସାତ କରି ଦେଇ ଚିନ୍ତା ସମଗ୍ର ସହର ରେ ପୋୖରା ଅଧ୍ୟକ୍ଷା ଙ୍କୁ ଦାୟୀ କରୁଛନ୍ତି l

ଚଳିତବର୍ଷ ପ୍ରଚାର ପ୍ରସାର ଅଭାବରୁ ବ୍ୟାସନଗର ସରୋବର ମହୋତ୍ସବ ସଂକୁଚିତ ହେଉଥିବା ଅଭିଯୋଗ ହୋଇଛି ।୧ ତାରିଖ ଠାରୁ ମହୋତ୍ସବ ଆରମ୍ଭ ହୋଇଥିଲେ ମଧ୍ଯ ବ୍ଯାସନଗର ବାସୀ ଓ ଆଖପାଖ ଅଞ୍ଚଳର ଲୋକମାନେ ମହୋତ୍ସବ ସମ୍ପର୍କ ରେ ଜାଣି ପାରୁନାହାନ୍ତି। ଚଳିତବର୍ଷର ମହୋତ୍ସବ ବଜେଟ୍ ୪୦ ଲକ୍ଷ ହୋଇଥିଲେ ବି ସାଜସଜ୍ଜା ବିଶେଷ ହୋଇ ନାହିଁ..ପୌର ପରିଷଦ ମହୋତ୍ସ ର ମଣ୍ଡପ ମେଳା ସ୍ଥାନ ରେ କରା ନ ଯାଇ ମେଳା ଅନତି ଦୂର ରେ କରା ଯାଇଛି ଏହି ମେଳା ଜିଲ୍ଲା ର ପ୍ରମୁଖ ମେଳା ଭାବ ରେ ଖ୍ୟାତି ରହିଛି କିନ୍ତୁ ଚଳିତ ବର୍ଷ ମେଳା ମୋହତ୍ସବ କୁତ୍ରି ନାଥ ମେଳା ର ଆଖ୍ୟା ଦିଆଇଛି l ବ୍ୟାସସରୋବର ମେଳା କୁ ତ୍ରିନାଥ ମେଳା ରେ ପରିଣତ କରା ଯାଉଛି ବ୍ୟାସ ପୀଠ ରେ ମେଳା ର ମୋହତ୍ସବ କୁ ପୌର ପରିଷଦ ର ଅଧ୍ୟକ୍ଷl ଙ୍କ ମନ ମାନି ଯୋଗୁ ମୋହତ୍ସବ ର ମାନ ହ୍ରାସ ପାଇଛି । ବିପଦ ପୂର୍ଣ୍ଣ ସ୍ଥାନ ରେଲୱେ ଲାଇନ କଡ ରେ ମୋହତ୍ସବ ପାଳନ କରା ଯାଇଥିବା ରୁ ଯଦି ଅଘଟଣ ଘଟେ ସେଥିପାଇଁ ଅଧକ୍ଷା ଦାଈ ରହିବେ ବୋଲି କୋରେଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଜିଲ୍ଲା ପ୍ରଶାସନ ନିକଟରେ ରେ ଅଭିଯୋଗ କରିଛନ୍ତି ମୋହତ୍ସବ ଦୁଇ ଧରି ଚାଲି ଥିଲା ବେଳ ଦର୍ଶକ ସଂଖ୍ୟା ନ ଥିବା ର ଦେଖା ଯାଇଛି l ଏହି ମୋହତ୍ସବ କୁ କରିବା ପାଇଁ ଅଧ୍ଯକ୍ଷl ଚାଁହୁ ନ ଥିଲେ ମିଳିତ କ୍ରିୟା ନୁଷ୍ଠାନ କମିଟି ଅନ୍ଧୋଲନ କୁ ଓଲ୍ଲାଇବ ପାଇଁ ଧମକ ଦେବା ରୁ ମୋହତ୍ସବ ପାଇଁ ଆୟୋଜନ କରା ଗଲା l

ଧର୍ମ କୁ ଆଖି ଠାର ସଦୁସ୍ୟ ମୋହତ୍ସବ ସ୍ଥଳୀ ରେ ପାଣି ର ସୁବିଧା ନାହିଁ l ଧୂଳି ଉଡି ଥିବା ରୁ ସେଠାରେ ଯିବାକୁ ଦର୍ଶକ ନା ପସନ୍ଦ କରୁ ଛନ୍ତି l ସହର କଳା ସଂକୃତି ପରମ୍ପରା କୁ ନିଉନ କରା ଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ରେ ଧୂଳି ଉଡୁ ଥିବା ରୁ ସେଠାରେ ଯିବାକୁ ଦର୍ଶକ ନା ପସନ୍ଦ କରୁ ଛନ୍ତି l ମେଳା ପାଇଁ ଖର୍ଚ୍ଚ ଅଟକଳ କୁ ହଡ଼ପ କରିବା ପାଇଁ ମିଥ୍ୟlରେ କାଗଜ ପ୍ରସ୍ତୁତ କାରିବା ପାଇଁ ମସୁଧା ଚାଲିଛି l ମେଳା ରେ ଦର୍ଶକ ନ ଥିବା ରୁ ଖାଁ ଖାଁ ଲାଗୁଚି ଏପରି କି ସାମ୍ବାଦିକ ବୁଦ୍ଧି ଜିବି ମାନ୍ୟ ଗନ୍ୟ ବ୍ୟକ୍ତି ମାନଂକୁ ନିମନ୍ତ୍ରଣ ପତ୍ର ଖଣ୍ଡେ ଦିଆ ଯାଇ ନାହିଁ l ସହର କଳା ସଂକୃତି ପରମ୍ପରା କୁ ନିଉନ କରା ଯାଇଛି ବୋଲି ମିଳିତ କ୍ରିୟାନୁଷ୍ଠା କମିଟି ର ଅଭାହକ ବିଦ୍ୟlଧର ମହାନ୍ତି ଓ ବିବେକା ନନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି I ବିଭିନ୍ନ ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking