31.1 C
Bhubaneswar
Monday, May 20, 2024
Homeଅପରାଧଶ୍ୱଶୁରକୁ ଘରେ ତାଲା ପକାଇ ପ୍ରେମିକ ସହ ବୋହୂ ଫେରାର

ଶ୍ୱଶୁରକୁ ଘରେ ତାଲା ପକାଇ ପ୍ରେମିକ ସହ ବୋହୂ ଫେରାର

ଭୁବନେଶ୍ୱର: ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୟଫ୍ରେଣ୍ଡ ସହ ବୋହୂ ଫେରାର । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଂକାର ଓ ଦେଢ଼ ଲକ୍ଷ୍ୟ ନଗଦ ଟଙ୍କା ନେଇପଳାଇଛନ୍ତି । ଥାନାରେ ଅଭିଯୋଗ କଲେ ସ୍ୱାମୀ ଓ ଶ୍ୱଶୁର । ଘଟଣା ଘଟିଛି ଗଙ୍ଗନଗର ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ନମିତା ନାୟକଙ୍କୁ ବିବାହ କରିଥିଲେ । ସ୍ୱାମୀ ଅଫିସ ଯାଇଥିବା ସମୟରେ ବୟ ଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ନମିତା ଶଶୁର ଘରେ ଏକ ରୁମ ରେ ସୋଇଥିବା ବେଳେ ବାହାର ପଟୁ କବାଟ ଦେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ସ୍ୱାମୀ ସନ୍ଦୀପ ଅଭିଯୋଗ କରିଛନ୍ତି ଯେ ନମିତା ବିବାହ ପୂର୍ବରୁ ରାଜୁ ନାହାକ ନାମକ ଏକ ପୁଅକୁ ବିବାହ କରିଥିଲେ । ତାଙ୍କ ସହ ସ୍ତ୍ରୀ ପଳାଇ ଯାଇଥିବା କଥା ସେ କହିଛନ୍ତି । ଏନେଇ ଏୟାର ପୋର୍ଟ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking