29.1 C
Bhubaneswar
Monday, June 24, 2024
Homeଓଡିଶାଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଛନ୍ତି ହିମାଂଶୁ

ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଛନ୍ତି ହିମାଂଶୁ

ଯାଜପୁର : ଯାଜପୁର ଜିଲ୍ଳା ର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ପାରିବାର ବାଦ୍ ଶାସନ ଦୁର୍ନୀତି ଭାଷ୍ଟା ଚାର ବିରୁଦ୍ଧ ରେ ଚଳିତ ବିଧାନ ସଭା ନିରବାଚନରେ ଜନମତ ସୃଷ୍ଟି କରିଛି l ଏହା କୁ ପାଥେୟ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ଭାବେ ପ୍ରାର୍ଥୀ ଭାବ ରେ ହିମାଂଶୁ ସାହୁ (ଲିକୁ) ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି l ଧର୍ମ ଶାଳ ରୁଦୁର୍ନୀତି ପlରିବାରବl ଶାସନ କୁ ହଟାଇ ଧର୍ମ ଶଳା ନିର୍ବାଚନ ମଣ୍ଡଳୀ କୁ ଦୁର୍ନୀତି ମୁକ୍ତ କରିବା ପାଇଁ ଶପଥ ନେଇ ପ୍ରାର୍ଥୀ ହୋଇଛନ୍ତି l ହିମାଂଶୁ ଙ୍କ ଜନ ସମର୍ଥନ କ୍ରମଶଃ ବୃଦ୍ଧି ପାଉଛି l।ଆଗାମୀ ଦିନରେ ଧର୍ମଶାଳା ର ସଚେତନ ଭୋଟର ଦୁର୍ନୀତି ଗ୍ରସ୍ତ ବି ଜେ ଡି ପ୍ରାର୍ଥୀ କୁ ଠିକଣା ଜବାବ ଦେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ ଲୀକୁ ଙ୍କ ଲୋକ ପ୍ରୀୟତା ଓ ସାମାଜିକ ମନଭାବ ପାଇଁ ସେ ସମଗ୍ର ଜିଲ୍ଲା ରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି । ପାର୍ଟି ନୁହଁ ମାଟି ଓ ମା ପାଇଁ କାମ କରୁଥିବା ହିମାଂଶୁ ଙ୍କୁ ସମର୍ଥନ କରିବା ପାଇଁ ବିଭନ୍ନ ସମାଜ ସେବୀ ଅନୁଷ୍ଠାନ ସୁବାସ ରଥ ସମେତ ବହୁ ସଚେତନ ଭୋଟର ସହ ଯୋଗର ହାତ ବଢ଼ାଉ ଥିବାରୁ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking