30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗକ୍ୟାବିନେଟରେ ମିଳିଲା ବଜେଟକୁ ଅନୁମୋଦନ

କ୍ୟାବିନେଟରେ ମିଳିଲା ବଜେଟକୁ ଅନୁମୋଦନ

ନୂଆଦିଲ୍ଲୀ : ବଜେଟ ଅଧିବେଶନ ବସିବା ପୂର୍ବରୁ ସରିଛି କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କ୍ୟାବିନେଟ ବୈଠକ । ଆଜି ସଂସଦରେ ଉପସ୍ଥାପିତ କରାଯିବ ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ । ତେବେ ଏହି ବର୍ଷ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ମେଡ ଇନ ଇଣ୍ଡିଆ ଟ୍ୟାବରେ ପେପରଲେସ ଭାବରେ ବଜେଟ ଉପସ୍ଥାପନ କରିବେ । କୋରାନା ମହାମାରୀ ପରେ ଏହା ହେଉଛି ପ୍ରଥମ ବଜେଟ । ତେବେ ଏହି ବଜେଟକୁ ନେଇ ବିଭିନ୍ନ ବର୍ଗର ଲୋକେ ଆଶାବାଦୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking