28.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶବ୍ରିଜ ତଳକୁ ଖସିଲା ବସ

ବ୍ରିଜ ତଳକୁ ଖସିଲା ବସ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ଗୋଟେ ବସ ବ୍ରିଜ ତଳକୁ ଖସିପଡିଥିଲା । ଯାହାଫଳରେ ବସରେ ଯାତ୍ରା କରୁଥିବା ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହସଖୁସିରେ ଯାତ୍ରା କରୁଥିବା ଯାତ୍ରା କିଛି ସମୟ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବସ ଚାଳକଙ୍କର ଅସାବଧାନତା ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking