28.9 C
Bhubaneswar
Thursday, April 18, 2024
Homeଓଡିଶାବୟସ ହୋଇଗଲାଣି ନବୀନ ବାବୁ ଗାଦି ଛାଡନ୍ତୁ : ଅଳକା ଲାମ୍ବା

ବୟସ ହୋଇଗଲାଣି ନବୀନ ବାବୁ ଗାଦି ଛାଡନ୍ତୁ : ଅଳକା ଲାମ୍ବା

ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ମହିଳା ସାମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ । ମହିଳା କଂଗ୍ରେସ ଜାତୀୟ ସଭାନେତ୍ରୀ ଅଳକା ଲାମ୍ବାଙ୍କ ଟାର୍ଗେଟ । ଓଡିଶାରେ କେନ୍ଦ୍ର ଓ ରାଜ୍ୟର ମେଣ୍ଟ ସରକାର ଚାଲିଛି । ଓଡିଶାରେ ମହିଳାମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ରାଜ୍ୟ ସରକାର ଯୁବକ, କୃଷକ ଓ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ । ମୁଖ୍ୟମନ୍ତ୍ରୀଙ୍କ ବୟସ ହେଲାଣି, ଅବସର ନେଇଯିବା ଉଚିତ୍ ବୋଲି କହିଛନ୍ତି ଅଳକା ଅମ୍ବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking