27.1 C
Bhubaneswar
Tuesday, July 15, 2025
Homeଅପରାଧନାବାଳିକାକୁ ଘରକୁ ଡାକି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ

ନାବାଳିକାକୁ ଘରକୁ ଡାକି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ

ଭୁବନେଶ୍ବର: ପିଶାଚ ପରିବା ଦୋକାନୀର ଜଘନ୍ୟ କାଣ୍ଡ। ବରା ଖାଇବାକୁ ଡାକି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ଦୁଷ୍କର୍ମକାରୀ ଫେରାର ହୋଇଯାଇଛି । ପୀଡିତାର ବାପା ଜଣେ ଦିନ ମଜୁରିଆ, ମା’ ଦୃଷ୍ଟିବାଧିତ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking