ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ ର ପରୀକ୍ଷଣ । ଆଇଟିଆର୍ ପକ୍ଷରୁ ଦିନ ୧୧ଟା ୧୦ ମିନିଟରେ ହେଲା ପରୀକ୍ଷଣ । ‘ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର ।