28.1 C
Bhubaneswar
Wednesday, September 23, 2026
Homeଓଡିଶାପଦ୍ମପୁର ରେଞ୍ଜରେ ତିନିଟିକିଆ ହାତୀପଲର ଆତଙ୍କ

ପଦ୍ମପୁର ରେଞ୍ଜରେ ତିନିଟିକିଆ ହାତୀପଲର ଆତଙ୍କ

ବରଗଡ଼: ପଦ୍ମପୁର ରେଞ୍ଜରେ ତିନିଟିକିଆ ହାତୀପଲର ଆତଙ୍କ । ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଅଧୀନ ବୁଧାପାଲି, ଫଟାମୁଣ୍ଡା, ବରିକେଳ ଓ ଗମ୍ଭାରିଡ଼ିହି ଅଞ୍ଚଳରେ ତିନିଟିକିଆ ହାତୀପଲର ଚଳପ୍ରଚଳକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷକରି ଫଟାମୁଣ୍ଡା ଭାଟିଧରା ଅଞ୍ଚଳରେ ହାତୀ ଥିବା ସୂଚନା ପରେ ଲୋକେ ସତର୍କ ରହିଛନ୍ତି । ହାତୀପଲର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି । ରାତି ସମୟରେ ଏକାକୀ ବାହାରକୁ ନଯିବା ସହ ହାତୀକୁ ଉତ୍ତେଜିତ ନକରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking