30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଟାଟାକୁ ଏୟାର ଇଣ୍ଡିଆ

ଟାଟାକୁ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରୁ ପୁଂଜି ପ୍ରତ୍ୟାହାର ନେଇ ଘୋଷଣା ହୋଇଛି । ଟାଟା ସନ୍ସ ହାତକୁ ଯାଇଛି ଏୟାର ଇଣ୍ଡିଆ ମାଲିକାନା । ବିଡିଂରେ ସର୍ବାଧିକ ଡାକି ମାଲିକାନା ହାସଲ କରିଛି ଟାଟା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆ ଫେରିପାଇଲା ଟାଟା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାର୍ଯ୍ୟ ସାରିବାକୁ ଧାର୍ଯ୍ୟ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking