31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗତାରାଙ୍କ ଆତ୍ମହତ୍ୟା ଧମକ

ତାରାଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ୱର : ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ଏନେଇ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର । ଅନ୍ୟପଟେ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସ ବିଧାୟକ ତଥା ଜୟପୁର ବିଧାୟକ ତାରା ବାହିନୀପତି । ଗୃହ ବାହାରେ ତାରା ପ୍ରତିକ୍ରିିୟା ପ୍ରକାଶ କରି କହିଛନ୍ତି ଯେ, ‘ସ୍କୁଲ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ବିଧାନସଭାରେ ଆତ୍ମାହୂତି ଦେବି । ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି । ବାଚସ୍ପତିଙ୍କୁ ଏନେଇ ଅବଗତ କରାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking