କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ନିମନ୍ତେ l ଏହି ବିଦେଶୀ ଜହର କୁ ନେଇ ତାତୀଲେ ତାରା l ଜିଲ୍ଲା କ୍ରୁଷୀ ଅଧିକାରୀଙ୍କ ନିକଟରେ ଅନୁରଧ କୋରୀଥୀଲେ l ଜୟପୁର ଅଞ୍ଚଳ ଚାଷୀଙ୍କ ବିରଧରେ ଜିଲ୍ଲା ପାଇଁ ଗୋତୋ କାଲି ବିଜେଡି ଚାଷୀ ଅଧିକାରୀ ଙ୍କୁ ଭେଟି ସାକ୍ଷ୍ୟାତ କାର୍ଯ୍ୟକର୍ମ କୋରୀଥୀବା ବେଳେ l ଏହି ଓଡ଼ିଶା ବୀରଧୀ କଂଗ୍ରେସ ଆଜି ଉପ ଜିଲ୍ଲାପାଳଙ୍କୁ ଭେଟି ତାରା ଡେଇଁ ଥିଲେ ଚାଷୀ ଙ୍କ ନିମନ୍ତେ l ଆଜି ଚାଷୀ ଦାନା ଦିମୁଠାଏ ନିମନ୍ତେ ଓଡ଼ିଶାପ୍ରଦେସ୍ ରେ ଶସ୍ୟ ଶ୍ୟାମଳା ମୋ ହୀରା ରତ୍ନ ବୋଲି କୋହୁଥୀବା ବେଳେ l ଚାଷୀଙ୍କୁ ହନ୍ତ ସନ୍ତ କୋରୀ ମୋ ସରକାର ମାରୁଛି l କୋରାପୁଟ ଜିଲ୍ଲା ଚାଷୀଙ୍କ ନିମନ୍ତେ ଏବେ ସରକାର ଡିମିଡିମା ପିଟୁ ଥିବା ବେଳେ ଆଜି ଚାଷୀ ନିଜେ ରାସ୍ତାକୁ ବାହାରିବା ପାଇଁ ବାଧ୍ୟ ହେଇଛନ୍ତି l ରାସ୍ତାକୁ ଚାଷୀ ଜଦି ବାହାରିବ ଲୋକଙ୍କ ପେଟକୁ ଦାନା ଦେବା ନିମନ୍ତେ ହେଲେ କେତେଦୁର ଜୁକ୍ତୀ ଜୂକ୍ତ l ବାଧ୍ୟ ହଈ ଆଜି ରାଜ ରାସ୍ତାକୁ ବାହାରିବା କୁ ନିସ୍ପତି ନେଇଛନ୍ତି ଚାଷୀ ହ୍ରୁଦୟ ବିଦାର କୋରୀ ଚାଷୀ ତେଜି ଥିବା ବେଳେ ଆଜି ଚାଷ ଭିତିକ ସମଶ୍ୟା କୁ ନେଇ ତାରା ଙ୍କ କିଛି ପ୍ରଭାବ ଦେଖିବାକୁ ମିଳୁଛି l ଲୋକେ ନିଜ ଅଧିକାର ରେ ଆଜି ଚାଷ ଟିକିଏ କୋରୀବୀ ନୋହିଲେ ମରିବି ଭାବନାତମ୍କ ରହିଥିବା ବେଳେ l ବିଜେଡି ସରକାରଙ୍କ ଗାଦି ପ୍ରୋଭାବୀ ତାରାଙ୍କ ସପକ୍ଷ ନେବାକୁ ବାଧ୍ୟ ହଊଛୋନ୍ତି l ଜେହେତୂ ତାରା ଆମୋ ଆମ ମାଟିର ପ୍ରୋଭାବି ପୁରଶୋ
ଓଡିଶା ଚଳିତ ବର୍ଷ ଚାଷୀ ଙ୍କୁ ଚିନ୍ତା ଘାରିଛି ସାରା ଚିନ୍ତା।ଅନେକ ସ୍ଥାନରେ ୟୁରିଆ ସାର ର କଳା ବଜାରୀ ହେଉଛି।ଆଉ ବ୍ୟାପକ ଦୁର୍ନୀତି ମଧ୍ୟ ହୋଇଛି ଜାହା ଫଳରେ ଅନେକ ଚାଷୀ ଏବେ ଠିକ ସମୟ ସାର ନ ପାଇ l ଚାଷୀ ନିଜେ ନାଇଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ।ଆଉ ଆଜି ଚାଷୀ ଙ୍କୁ ତୁରନ୍ତ ସାର ଯୋଗାଇଦେବା ଦାବିରେ କଂଗ୍ରେସ ତରଫରୁ ଜୟପୁର ଉପଜିଲାପାଳ ଅଫିସ କୁ ଘେରାଓ କରିଛି କଂଗ୍ରେସ।ଦୀର୍ଘ ସମୟ ଧରି କଂଗ୍ରେସ କର୍ମୀ ମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ଏକ ଦାବି ପତ୍ର ଜୟପୁର ଉପଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି।ଅନ୍ୟପଟେ ଅତି ଶୀଘ୍ର ଏହାର ସମାଧାନ ନହେଲେ ରାଜା ରାସ୍ତା କୁ କଂଗ୍ରେସ ଓଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି ।ସେପଟେ ଏଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜୟପୁର ଉପଜିଲାପାଳ l