38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକରୋନାରେ କୋଭିଡ଼ ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ର ଙ୍କ ମୃତ୍ୟୁ

କରୋନାରେ କୋଭିଡ଼ ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ର ଙ୍କ ମୃତ୍ୟୁ

ରାଉରକେଲା: ମହାମାରୀ କରୋନାରେ ରାଉରକେଲା ସାରନଗରୀ ଅଂଚଳରେ ରହୁଥିବ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ଗୁରୁବାର ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଯାଇଛି । ଏହି ଖବର ରାଉରକେଲାରେ ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ସହରର ଶତାଧିକ ଅନୁଷ୍ଠାନ ପକ୍ଷରୁ ତାଙ୍କ ମୃତ୍ୟୁରେ ଶୋକର ଲହରୀ ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking