28.3 C
Bhubaneswar
Sunday, May 12, 2024
Homeଦେଶ ବିଦେଶଆହ୍ଲାବାଦ ହାଇକୋର୍ଟଙ୍କ ତାଜମହଲ ଝଟକା

ଆହ୍ଲାବାଦ ହାଇକୋର୍ଟଙ୍କ ତାଜମହଲ ଝଟକା

ଆହ୍ଲାବାଦ : ତାଜମହଲ ପିଟିସନର ଙ୍କୁ ଝଟକା ଦେଲେ ଆହ୍ଲାବାଦ କୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟ ରେ ଆବେଦନ ହୋଇଥିଲା । ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି ଅନୁସନ୍ଧାନ କରିବାକୁ ଅପିଲ ଥିଲା । ଏହା ସହ ବନ୍ଦ ପଡିଥିବା ୨୦ ଟି କୋଠରୀ ଖୋଲିବାକୁ ବି ପିଟିସନ ହୋଇଥିଲା । ତେବେ ଶୁଣାଣୀ ବେଳେ ଆବେଦନ କୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ । ଆବେଦନ ବିରାର ଯୋଗ୍ୟ ନୁହେଁ ବୋଲି କଡା ଟିପ୍ପଣୀ ଦେଇଥିଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking