28.1 C
Bhubaneswar
Friday, May 15, 2026
Homeଓଡିଶାଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଭରତପୁର ଅଞ୍ଚଳର ନିଶା ନିବାରଣ କେନ୍ଦ୍ରରେ ହୋଇଛି ମୃତ୍ୟୁ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକ ବାଙ୍କୀ ଥାନା ସିଂହନାଥପୁରର ବାସିନ୍ଦା ହୋଇଥିବା ନେଇ ମିଳିଛି ସୂଚନାମୃତ୍ୟୁ ପରେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ତେବେ ଏନେଇ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking