41.1 C
Bhubaneswar
Tuesday, April 30, 2024
Homeଓଡିଶା୨୬ ମାଓବାଦୀଙ୍କ ଆତ୍ମସମର୍ପଣ

୨୬ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ : ଛତିଶଗଡ ପୋଲିସକୁ ବଡ ସଫଳତା । ୨୬ ମାଓବାଦୀଙ୍କ ଆତ୍ମସମର୍ପଣ । ଦାନ୍ତେୱାଡା ପୋଲିସ ନିକଟରେ ଏକାସାଙ୍ଗରେ ୨୬ ଜଣଙ୍କ ଆତ୍ମସମର୍ପଣ । ୨ ନାବାଳକ, ୫ ମହିଳା ମାଓବାଦୀ ସମେତ ୨୬ ଜଣଙ୍କ ଆତ୍ମସମର୍ପଣ । ଜଣେ ମାଓବାଦୀଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।

ସକାଳ ୮ ବେଳକୁ ପ୍ରଚଣ୍ଡ ତାତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking