36.1 C
Bhubaneswar
Tuesday, May 28, 2024
Homeଦେଶ ବିଦେଶବିବିସି ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌; ତିନି ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ବିବିସି ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌; ତିନି ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିବିସିର ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦୀ କ୍ୱୋଶ୍ଚିନ୍‌’ ଉପରେ ଲାଗିଥିବା ବ୍ୟାନ୍‌କୁ ନେଇ ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇ ଅରିଜିନାଲ୍ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ମାମଲାରେ ସୁପ୍ରିମ୍‌କୋର୍ଟ ତିନି ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ରେ ହେବ । ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ର ସରକାରଙ୍କ ବ୍ୟାନ୍ ବିରୋଧରେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା, ସାମାଜସେବୀ ପ୍ରଶାନ୍ତ ଭୂଷଣ ଏବଂ ଆଡ୍‌ଭୋକେଟ୍ ଏମ୍‌ଏଲ୍ ଶର୍ମା ଏକ ପିଟିସନ୍ ଦାଖଲ କରିଥିଲେ । ପିଟିସନ୍‌ରେ କୁହାଯାଇଛି ବିସିସିର ଡକ୍ୟୁମେଣ୍ଟାରୀ ଉପରେ ସରକାରଙ୍କ ବ୍ୟାନ୍ ଲଗାଇବା ନିଷ୍ପତ୍ତି ମନୋମୁଖି ଏବଂ ଅଣସାମ୍ବିଧାନିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking