27.1 C
Bhubaneswar
Saturday, July 27, 2024
Homeଅପରାଧପ୍ରଥମେ ଆକ୍ରମଣ ଓ ପରେ ବେକରୁ ନେଇଗଲେ ସୁନାଚେନ୍‌‌

ପ୍ରଥମେ ଆକ୍ରମଣ ଓ ପରେ ବେକରୁ ନେଇଗଲେ ସୁନାଚେନ୍‌‌

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କଠାରୁ ୫ ହଜାର ଟଙ୍କା ସହ ସୁନାଚେନ୍‌‌କୁ ଲୁଟ କରିଥିଲେ । ଏହି ଆକ୍ରମଣରେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ଏନେଇ ଦୁର୍ବୁତ୍ତଙ୍କ ବିରୋଧରେ ଧନୁପାଲି ଥାନାରେ ଅଭିଯୋଗ କରାଯାଇଛି । ତୁରନ୍ତ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking