27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକୃଷକ ଆନ୍ଦୋଳନ ବେଳେ ଚାଲିଗଲା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ

କୃଷକ ଆନ୍ଦୋଳନ ବେଳେ ଚାଲିଗଲା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ

ନୂଆଦିଲ୍ଲୀ: କୃଷକମାନେ ନିଜର ଦାବି ପୁରଣ ନେଇ ଦିଲ୍ଲୀ ଚଲୋ ଆନ୍ଦୋଳନର ଡାକରା ଦେଇଥିଲେ । ହଜାର ହଜାର କୃଷକଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଥିଲା । ଏହି ଆନ୍ଦୋଳନ ସ୍ଥିତି ଏତେ ଅଣାୟତ ହୋଇଥଲା ଫଳରେ ହଜାର ହଜାର ପୋଲିସକୁ ଆନ୍ଦୋଳନରେ ନିୟୋଜିତ ହେବାକୁ ପଡିଥିଲା । ଏହି କୃଷକ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପଞ୍ଜାବ ପୋଲିସ ଡିଏସପି ହୃଦଘାତର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଉକ୍ତ ଡିଏସପି ଜଣକ କୃଷକ ଆନ୍ଦୋଳନ ଚାଲିଥବା ବେଳେ ସୀମାରେ ତାଙ୍କର ରାତି ଡିୟୁଟି ଚାଲିଥିଲା। ମୃତ ଡିଏସପିଙ୍କ ନାମ ଦିଲପ୍ରୀତ ସିଂହ । ସେ ମଲେରକୋଟଲାରେ ଡିଏସପି ପଦରେ ନିୟୋଜିତ ଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ଦିଲପ୍ରୀତ ସିଂହ ଲୁଧିୟାନାର ଏକ ଜିମକୁ ବ୍ୟାୟାମ ପାଇଁ ଯାଇଥିଲେ। ସେଠାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking