27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସୁନା ଖାଦାନ ଭୁଶୁଡି ୧୪ ମୃତ

ସୁନା ଖାଦାନ ଭୁଶୁଡି ୧୪ ମୃତ

ନୂଆଦିଲ୍ଲୀ: ଭେନଜୁଏଲାରେ ଭୁଶୁଡିଲା ବେଆଇନ୍ ସୁନା ଖାଦାନ। ଖାଦାନ ଭୁଶୁଡି ୧୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ଜଣ ଗୁରୁତର ହୋଇଛନ୍ତି। ଖାଦାନ ମଧ୍ୟରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସୂଚନା ମିଳିଛି।

ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ୍‌କୁ ଜୋରଦାର କରିଛନ୍ତି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking