30.1 C
Bhubaneswar
Saturday, September 21, 2024
Homeଅପରାଧପୋଲିସ ଡରରେ ଆତ୍ମହତ୍ୟା

ପୋଲିସ ଡରରେ ଆତ୍ମହତ୍ୟା

ପଦ୍ମପୁର: ପୋଲିସ ଖୋଜୁଥିବା ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ପାଇକମାଳା ଥାନା ଗାଁରେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା । ସୂଚନା ମୁତାବକ,  ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସେହି ଯୁବକକୁ ଖୋଜୁଥିଲା ପୋଲିସ । କାଲି ପାଇକମାଳା ଜର୍ଜଗଡ ଗାଁରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

ହତ୍ୟା ଘଟଣାରେ ୫ଙ୍କୁ ଆଜୀବନ ଜେଲ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking