27.1 C
Bhubaneswar
Thursday, April 30, 2026
Homeଓଡିଶାଅଙ୍ଗନବାଡି ଦିଦିଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଙ୍ଗନବାଡି ଦିଦିଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର : ଅଙ୍ଗନବାଡି ଦିଦି ଙ୍କ ମନ ମୁଖୀ କାର୍ଯ୍ୟ ବିରୋଧରେ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l ଯାଜପୁର ଜ଼ିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ଗ୍ରାମ ପଂଚାୟତ ର 2 ନମ୍ବର ଅଙ୍ଗନବାଡି କର୍ମୀ ସ୍ବର୍ଣ୍ଣ ମଞ୍ଜୁଳି ସାହୁ ଙ୍କ ବିରୋଧରେ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଅଭିଯୋଗ ମୁତାବକ ଏହି କେନ୍ଦ୍ର ଟି ଗତ ୧୫ ଦିନହେବ ଅଙ୍ଗନବାଡି ଦିଦି ଚାବି ପକାଇ ରଖିଥିବା ଅଭିଯୋଗ ହୋଇଛି l ପିଲା ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ପିଲା ମାନଙ୍କ ପାଇଁ ଯୋଗା ଯାଉଥିବା ସାମଗ୍ରୀ ପ୍ରଦାନ କରାଯାଉନଥିବା ଗ୍ରାମବାସୀ ଙ୍କ ପକ୍ଷରୁ ଜିଲାପାଳ ଅଫିସ ରେ ପହଂଚି ଅଭିଯୋଗ କରାଯାଇଛି। ପୂର୍ବରୁ ମଧ୍ୟ୍ୟ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅତିରିକ୍ତ ଜିଲ୍ଲାପାଳ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ପରେ ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking