32.1 C
Bhubaneswar
Thursday, April 30, 2026
Homeଓଡିଶାନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଓଡ଼ିଆ କ୍ରୀଡ଼ାବିତ ଙ୍କ ସଫଳତା

ନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଓଡ଼ିଆ କ୍ରୀଡ଼ାବିତ ଙ୍କ ସଫଳତା

ଯାଜପୁର : ଗୋଆ ର ମାପୁସାରେ ଆୟୋଜିତ ସିନିୟର ନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଓଡ଼ିଆ କ୍ରୀଡ଼ାବିତ ଙ୍କ ସଫଳତା। ଗତ ୨୪ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥୁବା ଏହି ପ୍ରତିଯୋଗୀତା ରେ ଯାଜପୁରର ଭାଗ୍ୟଶ୍ରୀ ମହାପାତ୍ର ଗୋଟିଏ ରୋପ୍ୟ ପଦକ,ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା ଦୁଇଟି ବ୍ରୋଞ୍ଜ ପଦକ ଏବଂ ଶର୍ମିଷ୍ଠା ଦାସ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେମାନେ ଯାଜପୁର ରେ ପହଂଚିବା ପରେ ଯାଜପୁର କିକ ବକ୍ସିଂ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଟିମ୍ ରେ ମ୍ୟାନେଜର ଭାବେ ସସ୍ମିତା ରଣା,ରେଫରି ଭାବେ ରଂଜନ ସୁତାର ପ୍ରମୁଖ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking