29.1 C
Bhubaneswar
Tuesday, June 3, 2025
Homeଓଡିଶାନୂଆବର୍ଷ ପୂର୍ବରୁ କଡା ଚେକିଂ

ନୂଆବର୍ଷ ପୂର୍ବରୁ କଡା ଚେକିଂ

ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ସ୍ୱତନ୍ତ୍ର ଅଭିଯାନ କରିବ କମିଶନରେଟ୍ ପୋଲିସ । ବାହାର ରାଜ୍ୟରେ ଚୋରଙ୍କୁ ଧରିବାକୁ ହୋଟେଲ୍‌ରେ ହେବା କଡା ଚେକିଂ । ସବୁ ଥାନା ଅଥିକାରୀଙ୍କ ସହ ସମୀକ୍ଷା ବୈଠକ ପରେ ଡିସିପିଙ୍କ ସୂଚନା । ଆପାର୍ଟମେଣ୍ଟ ଲୋକଙ୍କୁ ସଚେତନ କରିବ କମିଶନରେଟ୍ ପୋଲିସ । ନୂଆ ଜ୍ଞାନକୌଶଳ ଫିଙ୍ଗର ପ୍ରିଣ୍ଟି ସ୍କାନର ବାବଦରେ ବୁଝାଇଲେ ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking