29.1 C
Bhubaneswar
Wednesday, April 29, 2026
Homeଅପରାଧବାପା ନାଁରେ କଳଙ୍କ ; ଝିଅକୁ କଲା ଦୁଷ୍କର୍ମ

ବାପା ନାଁରେ କଳଙ୍କ ; ଝିଅକୁ କଲା ଦୁଷ୍କର୍ମ

ଚିତ୍ରକୋଣ୍ଡା : ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗାଜୁଲୁମାମୁଡ଼ି ଗ୍ରାମ ପଞ୍ଚାୟତ ଆଲାମପକା ଗ୍ରାମର ଦିନେଶ ଠାକୁର ଗଲା କାଲି ରାତି ୯ଟାରେ ନିଜ ତିନି ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ପରିବାର ତଥା ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥଳରେ ଯୋଡ଼ାମ୍ବ ପୁଲିସ ପହଞ୍ଚି ତିନି ବର୍ଷର ଝିଅକୁ ଉଦ୍ଧାର କରିଛି,ଯୋଡ଼ାମ୍ବ ଥାନା କେସ ନମ୍ବର ୦୮/୨୦୨୪ ଅନୁଯାଇ ଘଟଣାର ଦତନ୍ତ ଚାଲିଛି,ପିତା ଦୀନେଶ ଫେରାର ଥିବା ସୂଚନା ମିଳିଥିବା ବେଳେ ତିନି ବର୍ଷର ଝିଅକୁ ଯୋଡ଼ାମ୍ବ ଥାନା ତରଫରୁ ଯୋଡ଼ାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି ପରେ ତାର ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking