28.1 C
Bhubaneswar
Thursday, May 2, 2024
Homeଓଡିଶାଚିଲିକାରେ ଚାଲିବ ସୋଲାର ବୋଟ୍‌

ଚିଲିକାରେ ଚାଲିବ ସୋଲାର ବୋଟ୍‌

ଭୁବନେଶ୍ୱର: ଚିଲିକାରେ ଚାଲିବ ସୋଲାର ବୋଟ୍ । ଚିଲିକାରେ ସୋଲାର ଓ ଇଲେକ୍‌ଟ୍ରିକ୍ ବୋଟ୍ ଚଲାଇବାକୁ ଯୋଜନା କରାଯାଇଛି। ଏ ନେଇ ସୂଚନା ଦେଲେ ବନ୍ଦର ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ । ୩ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ୍ । ପରୀକ୍ଷଣ ସଫଳ ହଲେ ରାଜ୍ୟର ଅନ୍ୟ ଜଳପଥରେ ଚାଲିବ ବୋଲି ଯୋଜନା କରାଯାଇଛି । ସୋଲାର ବୋଟ୍ ଚାଲିଲେ ୭ଲକ୍ଷ ଟଙ୍କା କମିଯିବ ପରିବହନ ଖର୍ଚ୍ଚ ।

ବଦଳିବ ଓଡ଼ିଶା ବୋଟ୍ ନିୟମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking