37.1 C
Bhubaneswar
Monday, May 20, 2024
Homeଓଡିଶାଓଡିଶାରୁ ଯାଉଛି ସାପ ବିଷ: ମାନେକା

ଓଡିଶାରୁ ଯାଉଛି ସାପ ବିଷ: ମାନେକା

ଭୁବନେଶ୍ୱର: ଓଡିଶା ବନ ବିଭାଗ ଉପରେ ବର୍ଷିଲେ ବିଜେପି ସାଂସଦ ତଥା ପପୁଲ ଫର୍ ଆନିମଲ ପ୍ରତିଷ୍ଠାତା ମାନେକା ଗାନ୍ଧି । ରେଭ୍ ପାର୍ଟିରେ ସାପ ବିଷ ପ୍ରସଙ୍ଗରେ ମାନେକା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି । ଓଡିଶାରେ ବି ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି । ଓଡିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବା ସୂଚନା । ଓଡିଶା ବନବିଭାଗ ପୁରା ଫେଲ୍ କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ ବନ ବିଭାଗ କିଛି କରୁନ ବୋଲି କହିଛନ୍ତି ମାନେକା ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking