27.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶସିସୋଦିଆଙ୍କ ହାଜତ ମିଆଦ ଜୁନ୍ ୧କୁ ବୃଦ୍ଧି

ସିସୋଦିଆଙ୍କ ହାଜତ ମିଆଦ ଜୁନ୍ ୧କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ରାଉଜ୍ ଏଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ସହିତ ପଢ଼ାପଢ଼ି ପାଇଁ ସିସୋଦିଆଙ୍କୁ ଚୌକି ଓ ଟେବଲ୍ ଯୋଗାଇ ଦେବାକୁ ସିସୋଦିଆ କରିଥିବା ଦାବି ଉପରେ ବିଚାର କରିବାକୁ କୋର୍ଟ ଜେଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking