27.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶଭାରତ ଓ ଅଷ୍ଟ୍ରେଲିଆ ଶିକ୍ଷା ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଭାରତ ଓ ଅଷ୍ଟ୍ରେଲିଆ ଶିକ୍ଷା ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ଶିକ୍ଷା ବିଭାଗ ମଧ୍ୟରେ ଗଙଟ ସ୍ଵାକ୍ଷରିତ। ଉଭୟ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଓ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ମଜଭୂତ କରିବା ଉପରେ ବିଚାର ବିମର୍ଷ କରାଯାଇଛି । ଭାରତ ଗସ୍ତରେ ଅଛନ୍ତି ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନୂଆ ଶିକ୍ଷା ନୀତି ନେଇ ପ୍ରଶଂସା କରିଲେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ।
ସେ କହିଛନ୍ତି, ଭାରତ ଗୋଟିଏ ବଡ଼ ଦେଶ, ବିଶ୍ଵରେ ଏହାର ଗୁରୁତ୍ଵ ରହିଛି। ଅନେକ କ୍ଷେତ୍ରରେ ଭାରତ ଆଗୁଆ। ଶିକ୍ଷା କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଆମର ଗଙଟ ଉଭୟ ଙ୍କ ପାଇଁ ଲାଭ ଦେବ ବୋଲି ସେ କହିଛନ୍ତି। ଏହାସହ ଅଷ୍ଟ୍ରେଲିଆରେ ଭାରତର ଓଞ ଛାତ୍ର କାମ କରିପାରିବେ। ସେହିପରି ସେଠାକାର ବିଦ୍ୟାର୍ଥୀ ଭାରତରେ ମାଷ୍ଟର ଡିଗ୍ରୀ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking