28.1 C
Bhubaneswar
Tuesday, May 5, 2026
Homeଓଡିଶାନଦୀରେ ଭାସି ୨ ଯୁବକ ନିଖୋଜ

ନଦୀରେ ଭାସି ୨ ଯୁବକ ନିଖୋଜ

ସୁନ୍ଦରଗଡ: ସୁନ୍ଦରଗଡରୁ ସମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଇବ୍ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ ଥିବା ନେଇ ସୂଚନା ମିଳିଛି । କନାକୁଣ୍ଡା ପଥରଶଯ୍ୟା ନଦୀରେ ଭାସି ନିଖୋଜ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀର ଖୋଜାଖୋଜି ଆରମ୍ଭ ହୋଇଯାଇଛି । ୨ ଯୁବକ କୁଚିଣ୍ଡା ଅଞ୍ଚଳରୁ ବୁଲିବାକୁ ଆସିଥିବା ନେଇ ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking