29.1 C
Bhubaneswar
Thursday, July 4, 2024
Homeଓଡିଶାଗୁମର ଖୋଲିବେ ଶ୍ୱେତାଙ୍କ ୪ ସାଙ୍ଗ !

ଗୁମର ଖୋଲିବେ ଶ୍ୱେତାଙ୍କ ୪ ସାଙ୍ଗ !

ଭୁବନେଶ୍ୱର : ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ଡିସିପିଙ୍କୁ ଭେଟିଲେ ଶ୍ୱେତାଙ୍କ ପରିବାର । ଶ୍ୱେତାଙ୍କ ବାପା, ମାଆ ଓ ଭାଇ ଭେଟି ଫେରାଦ ହେଲେ । ଶ୍ୱେତାଙ୍କର ସୈାମ୍ୟଜିତଙ୍କ ସହ ସମ୍ପର୍କ ନେଇ ଅବଗତ କରାଇଲେ । ଏ ନେଇ ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ଡିସିପିଙ୍କୁ ଜଣାଇଲେ । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ପଚରଉଚରା କଲେ ସତ୍ୟ ପଦାକୁ ଆସିବ କହିଲେ । ଶ୍ୱେତାଙ୍କର କିଛି ମେସେଜ୍ ମଧ୍ୟ ଡିସିପିଙ୍କୁ ଦେଇଥିବା କହିଲେ ପରିବାର ଲୋକେ । ପୋଲିସ ଉପରେ ଆମର ଭରସା ଅଛି , ଅନୁସନ୍ଧାନ ହେଲେ ସତ୍ୟ ବାହାରିବ ।

ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking